
ବ୍ରହ୍ମପୁର,୧୬।୧୧, ଚେତନା ମିଡ଼ିଆ: ବ୍ରହ୍ମପୁର
ଖାସ୍ପା ସାହି ସ୍ଥିତ ଶ୍ରୀ ଶ୍ରୀ ଗଡ ଜଗନ୍ନାଥ ମନ୍ଦିରର ରୋଷେଇ ଗୃହ, କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ଦ୍ଵାରା ଶିଳାନ୍ୟାସ ହୋଇଯାଇଛି
। ବିଧାୟକ ପାଣ୍ଠି ରୁ ଏହି ନିର୍ମାଣ କାଯ୍ୟ ହେବ। ଏହି ଶିଳାନ୍ୟାସ ଉତ୍ସବରେ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତା, ସାହିର ବହୁ. ମାନ୍ୟଗଣ୍ୟ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

Leave a Reply