ରବିପ୍ରିୟ ଦାଶଙ୍କୁ ‘ଅଥର ପେନ ଆୱାର୍ଡ’

Spread the love


ଭୁବନେଶ୍ୱର-୧୩/୧୧-ଜହ୍ନରାତିକୁ ନେଇ ପ୍ରକାଶିତ ଦୁଇଟି କବିତା ପୁସ୍ତକ ପାଇଁ ବରିଷ୍ଠ ସାମ୍ବାଦିକ ତଥା କବି ରବିପ୍ରିୟ ଦାଶଙ୍କୁ ‘ଦି ବୁକ ଚାନେଲ’ ପକ୍ଷରୁ ‘ଅଥର ପେନ ଆୱାର୍ଡ’ ପ୍ରଦାନ କରାଯାଇଛି । ‘ଏକଶହ ଭାରାକ୍ରାନ୍ତ ଜହ୍ନରାତି ଓ ଜହ୍ନରାତିର ପଚାଶ କବିତା’ ପୁସ୍ତକ ଦୁଇଟିରେ ଜହ୍ନରାତିି ଉପରେ ଦେଢ଼ଶହ କବିତା ରହିଛି । ବହି ଦୁଇଟି ଚଳିତବର୍ଷ ମେ ମାସରେ ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *